ବ୍ରହ୍ମପୁରରେ ଆରମ୍ଭ ହେଲା ହେଲିଟ୍ୟାକ୍ସି ସେବା : ଅଢେଇ ହଜାର ଦେଲେ ଉଡିବେ ତାରାତାରିଣୀ-ଚିଲିକା February 2, 2026 6:33 pm ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟକଙ୍କ ପାଇଁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ନୂଆ ହେଲିଟ୍ୟାକ୍ସି ସେବା । ଏଣିକି ଆକାଶ ମାର୍ଗରୁ ପର୍ଯ୍ୟଟକ ଦର୍ଶନ କରିବେ ମା’ ତାରାତାରିଣୀଙ୍କ ପୀଠ ସହ ନୀଳ ସମୁଦ୍ର