

ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି l ବଲିଉଡ ଅଭିନେତା ଶାହରୁଖ ଖାନ ଓ ବିକ୍ରାନ୍ତ ମେସିଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତା ପୁରସ୍କାର

ଆସନ୍ତା ଦିନରେ ଜିଏସଟି ସଂସ୍କାର ନେଇ ପ୍ରଧାନମନ୍ତ୍ରୀ ବଡ଼ ସୂଚନା ଦେଇଛନ୍ତି l ଯାହାଦ୍ୱାରା ଗରିବ ଓ ମଧ୍ୟମ ବର୍ଗ ଲୋକେ ଉପକୃତ ହେବେ l ଏହା ଭାରତର ବିକାଶକୁ ଆହୁରି ଅଧିକ ତ୍ବରାନ୍ବିତ

ଜଗା ଦର୍ଶନକୁ ଆହୁରି ସୁବ୍ୟବସ୍ଥିତ କରିବା ପାଇଁ ଛତିଶା ନିଯୋଗ, ନୀତି ସବ୍କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ କାର୍ତ୍ତିକ ମାସ ନୀତି ବହୁଳ ରହୁଥିବାରୁ କାର୍ତ୍ତିକ ପରେ ପରୀକ୍ଷାମୂଳକ ଦର୍ଶନ

ଓଡ଼ିଶାର ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ ହୋଇଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ଓଟିଇଟି ପରୀକ୍ଷାରେ ସ୍ବଚ୍ଛତା ଆଣିବାକୁ ଏବଂ ତ୍ରୁଟି ଶୂନ୍ୟ କରିବାକୁ ଓଡ଼ିଶା ସରକାର ନେଲେ ବଡ଼ ପଦକ୍ଷେପ । ସିସିଟିଭି ନଜରରେ ରହିବ ସ୍ବତନ୍ତ୍ର ଓଟିଇଟି

୨୦୨୬ ପାଇଁ ଫିଚର ଫିଲ୍ମ ବର୍ଗରେ ଘୋଷଣା ହୋଇସାରିଥିବା ବେଳେ ଓସ୍କାର-୨୦୨୬ ଦୌଡରେ ସାମିଲ ହୋଇଛି କରଣ ଜୋହରଙ୍କ ହିନ୍ଦୀ ଫିଲ୍ମ ହୋମବାଉଣ୍ଡ । ଫିଲ୍ମକୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର୍ ବିଭାଗରେ ଓସ୍କାର ପାଇଁ

ଆଗକୁ ଆସୁଛି କାର୍ତ୍ତିକ ମାସ l ଏହି ଅବସରରେ ପୁରୀ ହବିଶ୍ୟାଳି ଶିବିର ପାଇଁ ପଞ୍ଜିକରଣ ଆରମ୍ଭ ହୋଇଯାଇଛି l ଓଡିଶା ସରକାରଙ୍କ ପକ୍ଷରୁ –http://edistrict.odisha.gov.in ରେ ପଞ୍ଜିକରଣ କରିବେ ଶ୍ରଦ୍ଧାଳୁ l ପ୍ରଥମ

ଆଗକୁ ଆସୁଛି ଶାରଦୀୟ ଦୁର୍ଗାପୂଜା l ପୂଜାରେ ପ୍ରାଚୀନ ଦୂର୍ଗାମେଢ଼କୁ ସହାୟତା ଦେବେ ଓଡିଶା ସରକାର l ଏନେଇ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି

ୱାଗନ-ଆର ଠାରୁ ଆରମ୍ଭ କରି ଅଲ୍ଟୋ ଏବଂ ଇଗ୍ନିସ୍ ଭଳି ଛୋଟ କାରଗୁଡ଼ିକର ମୂଲ୍ୟ ୧.୨୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଛି l କାରର ମୂଲ୍ୟରେ ଏହି ହ୍ରାସ ସେପ୍ଟେମ୍ବର ୨୨ ତାରିଖରୁ

ଆଜି ପୂର୍ବାହ୍ନରେ ଏକାମ୍ର କଲେଜ ପରିସରରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ। ଦିନ ଦେଢଟାରେ ସଂଖ୍ୟା ଛୁଇଁଥିଲା ୭୫ ଲକ୍ଷ ଚାରାରୋପଣ। ଆଉ ୨ଟାରେ ସଂଖ୍ୟା ପାର ହୋଇଥିଲା କୋଟିଏ । ପ୍ରଧାନମନ୍ତ୍ରୀ
WhatsApp us