ଆରଡ଼ି ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ୧୦ କୋଟି ଘୋଷଣା February 27, 2025 6:20 pm ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ବିକାଶ କରିବା ସହିତ ପର୍ଯ୍ୟଟକଙ୍କ ସୁବିଧା ସୁଯୋଗ ପାଇଁ ମହାଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା l ଭଦ୍ରକ ଆଖଣ୍ଡଳମଣି ପୀଠର ହେବ ଉନ୍ନତିକରଣ ଏଥିପାଇଁ ଖର୍ଚ୍ଚ ହେବ