ଦୁବାଇ ମାଟିରେ ଭାରତ ଜିଣିଲା ଏସିଆ କପ୍ l ପ୍ରତିଦ୍ୱନ୍ଦୀ ଦଳ ପାକିସ୍ତାନକୁ ୫ ୱିକେଟରେ ହରାଇଲା ଭାରତ l ନବମ ଥର ପାଇଁ ଏସିଆ କପ୍ ହାତେଇଲା ଭାରତ l ଏସିଆ କପ୍ ରେ ପାକିସ୍ତାନକୁ ତୃତୀୟ ଥର ପାଇଁ ହରାଇଲା l ତିଲକ ବର୍ମାଙ୍କ ଅପରାଜିତ ୬୯ ରନ୍ ଏହି ମ୍ୟାଚଟିକୁ ଜିତାଇବା ପାଇଁ ଶକ୍ତି ପ୍ରଦାନ କରିଥିବା ବେଳେ ଶିବମ ଦୁବେ-୩୩, ସଞ୍ଜୁ ସାମସନ-୨୪, ଶୁଭମନ-୧୨ ରନ୍ କରିଥିଲେ l ସେହିପରି ପାକିସ୍ତାନର ଫାହିମ ଅଶରଫଙ୍କୁ ସର୍ବାଧିକ ୩ ୱିକେଟ ମିଳିଥିଲା l ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭମନାସି ଥିବା ବେଳେ କୋଟି ଭାରତୀୟଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |