Explore

Search

July 31, 2025 8:24 am

Genres

ପାଞ୍ଚ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଲା ଲକ୍ଷ୍ନୋ ସୁପର ଜିଆଣ୍ଟସ

ପାଞ୍ଚ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଲା ଲକ୍ଷ୍ନୋ ସୁପର ଜିଆଣ୍ଟସ

ଗୁରୁବାର ଦିନ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ସପ୍ତମ ମ୍ୟାଚରେ ଲକ୍ଷ୍ନୋ ସୁପର ଜିଆଣ୍ଟସ୍ ସନରାଇଜର୍ସ ହାଇଦ୍ରାବାଦକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି l ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଟସ୍ ପରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୯ ୱିକେଟ୍ ହରାଇ ପରେ ୧୯୦ ରନ୍ ସଂଗ୍ରହ କରିଥିଲା। ଲକ୍ଷ୍ନୋ ସୁପରଜିଆଣ୍ଟସ୍ ୧୯୧ ରନ୍ କରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ପରିଶେଷରେ, ଏହି ସିଜିନର ସବୁଠାରୁ ବିପଜ୍ଜନକ ବ୍ୟାଟିଂ ଲାଇନ୍ଅପ୍ ସହିତ ସନରାଇଜର୍ସ ଦଳକୁ ପରାସ୍ତ କରି ଲକ୍ଷ୍ନୋ ଏହାର ପ୍ରଥମ ବିଜୟ ହାସଲ କରିଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score