ଏଣିକି ୨ହଜାର ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନରେ ଲାଗିବନି ଜିଏସ୍ଟି ! April 19, 2025 5:10 pm ଦିନକୁ ଦିନ ବଢୁଛି ଅନଲାଇନ୍ ଟ୍ରାଞ୍ଜାକ୍ସନ l ତେବେ ବର୍ତ୍ତମାନ ୨ହଜାର ଟଙ୍କାରୁ ଊର୍ଦ୍ଧ୍ୱ ୟୁପିଆଇ ଟ୍ରାଞ୍ଜାକ୍ସନ ଉପରେ କୌଣସି ଟିକସ ଲାଗିବନି ବୋଲି ସୂଚନା ମିଳିଛି। ୟୁପିଆଇର ମାଗଣା ସେବା ସମାପ୍ତ ହେବ