ମହାକୁମ୍ଭ ମେଳା ୨୦୨୫ ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ପାଇଁ ରେଳ ସେବା ମାଗଣା କରିପାରନ୍ତି ୟୁପି ସରକାର December 18, 2024 5:24 pm ପ୍ରୟାଗରାଜ/ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ରାଜ୍ଯରେ ଖୁବଶୀଘ୍ର ଆରମ୍ଭ ହେବାକୁ ପବିତ୍ର ମହାକୁମ୍ଭ ମେଳା l ତେବେ ଦେଶ ଓ ବିଦେଶରୁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି l ଏଥି