ଆଦିବାସୀ ସଂସ୍କୃତିର ଅନନ୍ୟ ଉତ୍ସବ “ପରବ -୨୦୨୪” October 25, 2024 6:08 pm ଓଡ଼ିଶାର ଦକ୍ଷିଣାଞ୍ଚଳରେ ପ୍ରକୃତିର କୋଳରେ ରହିଛି କୋରାପୁଟ ଜିଲ୍ଲା l ଆଦିବାସୀ ସଂସ୍କୃତି ତଥା ଏହାର ଆଞ୍ଚଳିକ ଲୋକକଳା ଏବଂ ପରମ୍ପରା ପାଇଁ ଏହି ସ୍ଥାନ ରାଜ୍ୟରେ ଖୁବ ପରିଚିତ l ତେବେ ଏହାର