ପଞ୍ଚାୟତିରାଜ ଦିବସରେ ନୂଆ ରାସନ୍ କାର୍ଡ ଓ ସୁଭଦ୍ରା ଟଙ୍କା ବଣ୍ଟନ April 24, 2025 6:14 pm ପୁରୀ ତାଳବଣିଆରେ ଆୟୋଜିତ ରାଜ୍ୟସ୍ତରୀୟ ପଞ୍ଚାୟତିରାଜ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ସେ ପ୍ରାୟ ୬ ଲକ୍ଷ ଯୋଗ୍ୟ ପରିବାରକୁ ନୂଆ ରାସନ୍ କାର୍ଡ ବଣ୍ଟନ