ଓଡିଶାରେ ଗ୍ରୀଷ୍ମ ଛୁଟି ଘୋଷଣା – ୨୩ ଅପ୍ରେଲ ୨୦୨୫ ଠାରୁ ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ April 23, 2025 6:30 pm ରାଜ୍ୟରେ ଚାଲିଥିବା ଭୟଙ୍କର ତାପପ୍ରବାହ ଦେଖି ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଓଡିଶା ସରକାର ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଅପ୍ରେଲ ୨୩ ତାରିଖ ଠାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି, ଶିଶୁବାଟିକା, ସରକାରୀ ଓ