ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ମିତ୍ର ବିଭୂଷଣ April 5, 2025 8:08 pm ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଶ୍ରୀଲଙ୍କା ବୈଦେଶିକ ମନ୍ତ୍ରୀ ୱିଜିତା ହେରାଥ, ସ୍ୱାସ୍ଥ୍ୟମନ୍ତ୍ରୀ ନଲିନ୍ଦା ଜୟତିସା ଏବଂ ମନ୍ତ୍ରୀ ରାମଲିଙ୍ଗମ