ମୋ ବସ୍ କୁ ନିୟନ୍ତ୍ରଣ କରିବ ସ୍ପିଡ୍ ଗଭର୍ଣ୍ଣର, ହ୍ରାସ ହେବ ଦ୍ରୁତ ଗତି – ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ November 8, 2024 5:40 pm ଭୁବନେଶ୍ବର: ରାଜ୍ୟର ପ୍ରମୁଖ ସହରାଞ୍ଚଳରେ ଚାଲୁଥିବା ମୋ ବସ୍ କୁ ନିୟନ୍ତ୍ରଣ କରିବ ସ୍ପିଡ୍ ଲିମିଟ୍ l ସହର ଭିତରେ ଏହାର ଘଣ୍ଟାପ୍ରତି ବେଗର ସ୍ପିଡ୍ ୪୦ କି.ମି ରହିବା ସହିତ ସହର ବାହାରେ