ଦେଶ ଛାଡିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା:ବାଂଲାଦେଶରେ ସେନା ଗଢିବ ଅନ୍ତରୀଣ ସରକାର August 6, 2024 5:19 pm ବାଂଲାଦେଶର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ୍ ହସୀନା ଏଥିସହ ଦେଶରେ ଜାରି ରହିଛି ରାଜନୈତିକ ଅସ୍ଥିରତା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତର ଅଗରତାଲା ସହର ଅଭିମୁଖେ ଯାତ୍ରା କରିଛନ୍ତି ଶେଖ୍ ହସୀନା।