କେନ୍ଦ୍ର ଗୃହ ମନ୍ତ୍ରାଳୟ ର ବଡ ଘୋଷଣା: ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାର 13 ଜଣଙ୍କୁ ମିଳିବ ମେଡାଲ August 15, 2024 12:50 pm କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବୁଧବାର ସାହସିକତା ଓ ସେବା ମେଡାଲ ଘୋଷଣା କରାଯାଇଛି। ଓଡ଼ିଶାର ୧୩ ଜଣଙ୍କୁ ମିଳିବ ଏହି ମେଡାଲ। ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଅବସରରେ ଏହି ପଦକ