ରାଜ୍ୟର ପ୍ରମୁଖ ରେଳଷ୍ଟେସନ ପାଖରେ ମହାପ୍ରସାଦ କେନ୍ଦ୍ର ଖୋଲିବାର ପ୍ରସ୍ତାବ: ସମ୍ବିତ ପାତ୍ର December 12, 2024 6:04 pm ନୂଆଦିଲ୍ଲୀ/ପୁରୀ: ଲୋକସଭାରେ ପୁରୀ ସାଂସଦ ସମ୍ବିତ ପାତ୍ର ରାଜ୍ୟର ପ୍ରମୁଖ ରେଳଷ୍ଟେସନରେ ମହାପ୍ରଭୁ ଜଗନ୍ନାଥଙ୍କ ଶୁଖୁଲା ପ୍ରସାଦ କେନ୍ଦ୍ର ଖୋଲିବାର ପ୍ରସ୍ତାବ ଦେଇଛନ୍ତି। ବୁଧବାର ପ୍ରଶ୍ନୋତ୍ତର କାଳରେ ସମ୍ବିତ କଟକ, ଭୁବନେଶ୍ବର, ପୁରୀ, ବାଲେଶ୍ଵର