

୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ l ତାଙ୍କ ପରଲୋକ ନେଇ ଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି
ନୂଆଦିଲ୍ଲୀ: ଶକ୍ତିକାନ୍ତ ଦାଶଙ୍କ କାର୍ଯ୍ୟକାଳ ସରିବା ପରେ ତାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ସଞ୍ଜୟ l ଡିସେମ୍ବର ୧୧ରୁ ୩ ବର୍ଷ ପାଇଁ ଦାୟିତ୍ବ ତୁଲାଇବା ସହିତ ବର୍ତ୍ତମାନ କେନ୍ଦ୍ର ରାଜସ୍ବ ସଚିବ

ଲଗାତାର ଭାବେ ଦ୍ଵିତୀୟ ବର୍ଷ ରେ ଗର୍ବ ସାଉଁଟିଛନ୍ତି ଓଡ଼ିଆ ପୁଅ ତଥା ରିଜର୍ଭ ବ୍ୟାଙ୍କ ଇଣ୍ଡିଆ (ଆର୍ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସ। ଗ୍ଲୋବାଲ ଫାଇନାନ୍ସ ସେଣ୍ଟ୍ରାଲ ବ୍ୟାଙ୍କର ରିପୋର୍ଟ କାର୍ଡ ଅନୁସାରେ ତାଙ୍କୁ
WhatsApp us