

ଭାଇ-ଭଉଣୀର ସମ୍ପର୍କ ହେଉଛି ଜୀବନର ସବୁଠୁ ନିଆରା ଓ ନିଷ୍କପଟ ସମ୍ପର୍କ । କେବେ ଝଗଡ଼ା, କେବେ ଅଭିମାନ, କେବେ ମଜା-ମସ୍ତି ତ ଆଉ କେବେ ପରସ୍ପର ପାଇଁ ନିରବ ସମର୍ଥନ । ଏହି

ସମ୍ପର୍କର ଡୋରିରେ ନଥାଏ ଜାତିଆଜାତିର ଭେଦଭାବ ଭାଇଚାରାର ଏହି ପର୍ବରେ ନଜରକୁ ଆସିଛି ଏମିତି ଏକ ଘଟଣା , ଯେଉଁଥିରେ ପ୍ରମାଣ କରିଦେଇଛନ୍ତି ସମ୍ପର୍କ ତଥା କଥିତ ଜାତି ଅଜାତି, ଧର୍ମ, ବର୍ଣ୍ଣ ସବୁଠୁ
WhatsApp us