ଓଡ଼ିଆ ଚଳଚ୍ଚିତ୍ର ଜଗତର ନବକଳେବର : ଜାଣନ୍ତୁ କିଛି ଜଣା ଅଜଣା ତଥ୍ୟ October 24, 2024 4:08 pm ଓଡ଼ିଆ ଜାତିର ଅନନ୍ୟ ପରିଚୟ ରୂପେ ଜଣାଯାଉଥିବା ଓଡ଼ିଆ ଚଳଚ୍ଚିତ୍ର ବହୁ ଦିନ ଧରି ଅବାଟରେ ମାଡି ଯାଇଥିବା ପରେ ଏବେ ପ୍ରାୟ ଦୁଇ ବର୍ଷ ଧରି ଏହା ପୁଣି ଥରେ ବାଟକୁ ଫେରୁଥିବା