
ଆଖି ବୁଜିଲେ ଓଡିଶା ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତି l ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ୬୬ ବର୍ଷରେ ଦେହାନ୍ତ l ଦୀର୍ଘଦିନ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ଉତ୍ତମ

ବହୁ ପ୍ରତୀକ୍ଷିତ ତଥା ଗ୍ରାମୀଣ ଲୋକଙ୍କ ପାଇଁ ସୁଦୂରପ୍ରସାରୀ “ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଅବସରରେ ସେ କହିଛନ୍ତି ଯେ, ବୀର ପାଇକ ମାଟି
WhatsApp us