କ୍ୟାପିଟାଲ୍ ହସ୍ପିଟାଲରୁ କଟକର ଏସସିବି ମେଡିକାଲକୁ ଯୋଡ଼ିବ : ଆମ ବସ୍ April 4, 2025 6:18 pm ରୋଗୀଙ୍କୁ ସମସ୍ତ ପ୍ରକାର ଆନୁଷଙ୍ଗିକ ସୁବିଧା ଯୋଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ l ଦୈତ ନଗରୀର ଦୁଇ ପ୍ରମୁଖ ହସ୍ପିଟାଲ ଦୂରତାକୁ ଯୋଡ଼ିବ “ଆମ ବସ୍ ”