“ମନ କି ବାତ”ରେ ଓଡ଼ିଶାର ସଫଳତା କାହାଣୀ : ସୁଜାତା ଭୂୟାଁ ଓ ଓମ ପ୍ରକାଶଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା March 30, 2026 6:20 pm ପ୍ରଧାନମନ୍ତ୍ରୀଙ୍କ ସାପ୍ତାହିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ”ରେ ପୁଣିଥରେ ଓଡ଼ିଶାର ପ୍ରେରଣାଦାୟକ ଗାଥା ଗୁଞ୍ଜି ଉଠିଛି । ଏଥର ସମ୍ବଲପୁରର ସଫଳ ମାଛ ଚାଷୀ ସୁଜାତା ଭୂୟାଁ ଏବଂ କେନ୍ଦ୍ରାପଡ଼ାର ଛାତ୍ର ଓମ