ଈଶ୍ୱରଙ୍କୁ ଜାଣିବା ପାଇଁ ଗୃହ ତ୍ୟାଗ କରିଥିଲେ ମହର୍ଷି ଦୟାନନ୍ଦ ସରସ୍ୱତୀ February 11, 2026 5:33 pm ଭୁବନେଶ୍ୱର : ଭାରତର ଆଧ୍ୟାତ୍ମିକ ଓ ସାମାଜିକ ଇତିହାସରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ନାମ ସ୍ୱର୍ଣ୍ଣକ୍ଷରରେ ଲେଖାଯାଇଛି । ସେ ଥିଲେ ଏକ ମହାନ ଋଷି, ଚିନ୍ତକ, ଦାର୍ଶନିକ ଓ ସମାଜ ସୁଧାରକ ।