ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତିପ୍ରିୟ ମାହାରୀ ନୃତ୍ୟ : ଆଜି ବି ନାଚୁଛନ୍ତି ଦାସୀ January 29, 2026 1:04 pm ମାହାରୀ ହେଉଛି ଓଡ଼ିଶାର ଏକ ପ୍ରାଚୀନ ଓ ସମୃଦ୍ଧ ପାରମ୍ପାରିକ ନୃତ୍ୟଶୈଳୀ। ମାହାରୀ ନୃତ୍ୟ ସହ ଓଡ଼ିଶୀ ନୃତ୍ୟ ଉତ୍କଳୀୟ ସଂସ୍କୃତି ଓ ଐତିହ୍ୟର ଏକ ଅବିଭାଜ୍ୟ ଅଂଶ ଭାବେ ପରିଚିତ। ପୂର୍ବକାଳରେ ଦେବଦାସୀମାନଙ୍କ