ଲିଙ୍ଗରାଜ ମନ୍ଦିରରେ ଶିବରାତ୍ରୀ ପାଇଁ ବୈଠକ February 25, 2025 6:48 pm ରାତି ପାହିଲେ ଜାଗର l ଚଳଚଞ୍ଚଳ ହୋଇପଡିଛି ଶୈବପୀଠ l ତେବେ ଆରାଧ୍ୟ ଲିଙ୍ଗରାଜଙ୍କ ପୀଠରେ ମହାଶିବରାତ୍ରି ପାଳନ ଅବସରରେ ରାଜ୍ୟ ଅତିଥି ଭବନରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି l