Explore

Search

May 3, 2026 1:31 pm

Latest news ଖବର

US Election Results 2024

ଆମେରିକାରେ ପୁଣି ରାଷ୍ଟ୍ରପତି ଗାଦିରେ ଡୋନାଲ୍ଡ ଟ୍ରମ୍ପ

ଆମେରିକା: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଲାଗିଲା ମୋହର l ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିପକ୍ଷ ପ୍ରତିଦ୍ଵନ୍ଦୀ କମଳା ହାରିସଙ୍କୁ ହରାଇ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ

Mega Tourism Hub

୫୦ କୋଟି ବ୍ୟୟରେ ନିର୍ମାଣ ହେବ ମେଗା ଟୁରିଷ୍ଟ ହବ୍, ଉପକୃତ ହେବେ ଚାନ୍ଦୁଆ କାରିଗର

ପିପିଲି/ପୁରୀ: ଚଳଚଞ୍ଚଳ ହେବ ପିପିଲି l ସଶକ୍ତ ହେବେ ଚାନ୍ଦୁଆ କାରିଗର ଓ ଏହା ଉପରେ ନିର୍ଭରଶୀଳ ସ୍ଵୟଂ ସହାୟକ ଗୋଷ୍ଠୀ l କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ସହାୟତାରେ ପିପିଲି ଟୋଲ ଗେଟ୍

Repair work of Puri Srimandir Meghanada Pacheri

ମେଘନାଦ ପାଚେରିର ହେବ ପୁନରୁଦ୍ଧାର

ପୁରୀ: ମହାପ୍ରଭୁଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ମେଘନାଦ ପାଚେରିର ଖୁବ୍ ଶୀଘ୍ର ମରାମତି ସହିତ ପୁନରୁଦ୍ଧାର କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢୀ ଏ.ଏସ୍.ଆଇଙ୍କୁ ଅନୁରୋଧ କରିଛନ୍ତି l ଏହି ପତ୍ରରେ

sikhya jyoti portal

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆରମ୍ଭ ହେଲା “ଶିକ୍ଷାଜ୍ୟୋତି ପୋର୍ଟାଲ”

ଭୁବନେଶ୍ବର: ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ଯୋଡ଼ିବ ଶିକ୍ଷାଜ୍ୟୋତି ପୋର୍ଟାଲ l ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ଵାରା ପ୍ରସ୍ତୁତ ଏହି ପୋର୍ଟାଲ ବର୍ତ୍ତମାନ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି l ଯାହା ମାଧ୍ଯମରେ ଛାତ୍ରଛାତ୍ରୀ

milk production in odisha

ପଞ୍ଚାୟତସ୍ତରରେ ଖୋଲିବ “କ୍ଷୀର ଧାରା କେନ୍ଦ୍ର”

ଭୁବନେଶ୍ବର: ଆଗାମୀ ଦୁଇ ମାସ ମଧ୍ୟରେ ଓମଫେଡ୍ ପକ୍ଷରୁ ଆହୁରି ୨ ଲକ୍ଷ ଲିଟର ଦୁଗ୍ଧ ପ୍ରକ୍ରିୟାକରଣ କରାଯିବ l ଓମଫେଡ୍ ର ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ

Barabati Stadium Cuttack

ବାରବାଟୀରେ ପୁଣି ଖେଳିବ ଭାରତ, ଫେବୃଆରୀ ୯ରେ ଅନୁଷ୍ଠିତ ହେବ ଦିନିକିଆ ମ୍ୟାଚ

କଟକ: ପୁଣି ବାରବାଟୀରେ ଶୁଭିବ କ୍ରିକେଟର ଧୁନ୍ l ୨୦୨୫ ଫେବୃଆରୀ ୯ ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ l ସୋମବାର ଓଡିଶା କ୍ରିକେଟ

Shanti Stupa Dhauli

୫୨ ବର୍ଷରେ ଇତିହାସର ମୂକସାକ୍ଷୀ – ଶାନ୍ତିସ୍ତୂପ ଧଉଳି

ଭୁବନେଶ୍ବର: ରାଜଧାନୀର ବକ୍ଷରେ ଛିଡା ହୋଇଥିବା ଧଉଳି ଯାହା କଳିଙ୍ଗର ବୀରତ୍ୱ ଓ ସାହସିକତାର ପ୍ରତୀକ l ଆଜି ଏହା ବାଉନ ବର୍ଷରେ ପଦାର୍ପଣ କରିଛି l ଠିକ୍ ୫୨ ବର୍ଷ ତଳେ ଜାପାନ

ayodhya nagar guinness world record

ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଅଯୋଧ୍ୟା ନଗରୀ, ଶହଶହ ଦୀପରେ ଆଲୋକିତ ରାମଭୂମି

ଉତ୍ତରପ୍ରଦେଶ: ଦୀର୍ଘ ବହୁ ବର୍ଷ ପରେ ଆଜି ଉତ୍ସବମୁଖର ହୋଇ ଉଠିଛି ଅଯୋଧ୍ୟା ନଗର l ଦୀପାବଳି ଅବସରରେ ଅଯୋଧ୍ୟାରେ ଏକା ସହିତ ୫୫ଟି ଘାଟରେ ୨୫ ଲକ୍ଷ ଦୀପରେ ଆଲୋକିତ ହୋଇଛି ।

The National School of Drama (NSD) will establish an outreach center in Bhubaneswar

ଭୁବନେଶ୍ବରରେ ଖୋଲିବ ଜାତୀୟ ନାଟକ ବିଦ୍ୟାଳୟର ଆଉଟରିଚ ସେଣ୍ଟର- ସୂରଜ ସୂର୍ଯ୍ୟବଂଶୀ

ଭୁବନେଶ୍ବର: ଓଡ଼ିଶା ନାଟକ ଜଗତ ପାଇଁ ଖୋଲିଲା ନୂତନ ବାଟ। ଭୁବନେଶ୍ୱରରେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା (ଏନଏସଡି) ର ଆଉଟରିଚ ସେଣ୍ଟର ଖୋଲିବା ପାଇଁ ଓଡିଶା ସରକାର ଅନୁମତି ପ୍ରଦାନ କରିଛନ୍ତି ବୋଲି

Odisha Yatri App

ସହରାଞ୍ଚଳରେ ଓଲା ଏବଂ ଉବରର ବିକଳ୍ପ ହେବ – ଓଡିଶା ଯାତ୍ରୀ ଆପ୍

ଭୁବନେଶ୍ୱର: ରାଜ୍ୟରେ ସହରାଞ୍ଚଳ ଲୋକମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ଖୁବ ଶୀଘ୍ର ପ୍ରଚଳିତ ହେବାକୁ ଯାଉଛି ଓଡିଶା ଯାତ୍ରୀ ଆପ୍ । ଓଲା ଏବଂ ଉବର ଭଳି ବେସରକାରୀ ଅପରେଟରମାନଙ୍କୁ ଉନ୍ନତ ତଥା

Live Cricket Score