

ନୂଆଦିଲ୍ଲୀ: କମିବ ଯାତ୍ରାରେ ଦୂରତା । ଏଣିକି ଦିଲ୍ଲୀରୁ ମେରଟ ଯିବା ହେବ ସହଜ । ମାତ୍ର ୪୦ ମିନିଟ୍ରେ ଦିଲ୍ଲୀରୁ ମେରଟ ପହଞ୍ଚି ହେବ । ନମୋ ଭାରତ କରିଡରର ଅତିରିକ୍ତ ୧୩

ଭୁବନେଶ୍ବର: ନବବଧୂ ପରି ଆଲୋକମାଳାରେ ସଜେଇ ହୋଇଛି ଭୁବନେଶ୍ବର l ରାଜଧାନୀର ପଥ ହୋଇପଡିଛି ଚଳଚଞ୍ଚଳ l ଗତ ରବିବାର ଦିନ ଜନପଥରେ ଆରମ୍ଭ ହୋଇଛି ମେଗା ପଥ ଉତ୍ସବ l ଶୀତୁଆ ସକାଳକୁ

ପୁରୀ: ପର୍ଯ୍ୟଟକଙ୍କ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ନାଟମଣ୍ଡପରେ ଆରମ୍ଭ ହେବାକୁ ଯାଉଛି ଧାଡ଼ିଦର୍ଶନ ବ୍ୟବସ୍ଥା । ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାକୁ ଘୁଞ୍ଚାଇ ଦିଆଯାଇଛି

ଅନୁଗୁଳ: ସାତକୋଶିଆର ମହାନଦୀରେ କୁମ୍ଭୀର ଗଣନା ପାଇଁ ବନ ବିଭାଗର ୧୪ଟି ଦଳ ନିୟୋଜିତ କରିବାକୁ ଯୋଜନା ରହିଛି । ବିନା ବାଧାରେ ଗଣନା କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଛନ୍ତି କର୍ତ୍ତୃପକ୍ଷ । ଫଳରେ

ଭୁବନେଶ୍ବର: ସ୍ବାଧୀନତା ସଂଗ୍ରାମୀ ସଦନ ଠାରେ ଅନୁଷ୍ଠିତ ୩୮ତମ ସ୍ବାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ରାଜ୍ଯରେ (ବନ୍ଦୀ) ସ୍ବାଧୀନତା ସଂଗ୍ରାମୀମାନଙ୍କ ପେନ୍ସନକୁ ୧୦

ବରଗଡ଼: ମଞ୍ଚରେ ଶୁଭିବ ମହାରାଜ କଂସଙ୍କ ଆଦେଶ l ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଧନୁଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି l ପ୍ରାୟ ୧୧ ଦିନ ଧରି ଚାଲିବ ଏହି ବିଶ୍ବପ୍ରସିଦ୍ଧ ଧନୁଯାତ୍ରା l ପ୍ରଶାସନ

ବିଗତ ଦିନରେ ଓଡିଶାରେ କ୍ରମାଗତ ଭାବରେ ଚାଲିଥିବା ଅଦିନିଆ ବର୍ଷାକୁ କୃଷି ଓଡିଶା କାର୍ଯ୍ୟକ୍ରମରେ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରିଛନ୍ତି ସରକାର l କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ଓଡିଶା

ନୂଆ ବର୍ଷରେ ଓଡ଼ିଶାର ନୂତନ ରାଜ୍ଯପାଳ ଭାବେ ଶପଥ ନେଇଛନ୍ତି ହରିବାବୁ କମ୍ଭମପତି l ରାଜଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ଶପଥ ଗ୍ରହଣ ଉତ୍ସବ ସମାରୋହ । ନୂତନ ରାଜ୍ଯପାଳଙ୍କୁ ଶପଥପାଠ କରାଇଲେ ହାଇକୋର୍ଟ

ପ୍ରବାସୀ ଭାରତୀୟ ଦିବସ ପାଖେଇ ଆସୁଛି l ସଜେଇ ହେଲାଣି ଭୁବନେଶ୍ବର l ଏହି ଅବସରରେ ଆସନ୍ତା ୬ ତାରିଖରେ ରାଜ୍ଯରେ ପ୍ରଥମ ଥର ଡବଲ ଡେକର ବସର ଲୋକାର୍ପଣ ହେବ ବୋଲି କହିଛନ୍ତି

କ୍ରୀଡ଼ା ଜଗତେ ଉତ୍କୃଷ୍ଟ ହାସଲ କରିଥିବା କ୍ରୀଡାବିତ୍ ମାନଙ୍କୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ପ୍ରତିଭାଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ମିଳିଥାଏ l ଚଳିତବର୍ଷ ମନୁ ଭାକର ଓ ଗୁକେଶଙ୍କୁ ଖେଳରତ୍ନଙ୍କୁ ଏହି ପୁରସ୍କାର
WhatsApp us