କାରଗିଲ ବିଜୟ ଦିବସ: ଭାରତର ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ July 26, 2025 7:18 pm ଭାରତୀୟ ଓ ତାର ପ୍ରତିଟି ସନ୍ତାନ କୌଣସି ବୀର ମାନଙ୍କ ଠାରୁ କମ ନୁହନ୍ତି l ସମୟ ଆସିଲେ ଦେଶପାଇଁ ଆମ ବରପୁତ୍ର ଶତୃ ସହିତ ଲଢ଼ି ବୀର ଯୋଦ୍ଧା ମଧ୍ଯ ହୋଇଥାଏ l