ଝାଡ଼ଖଣ୍ଡରେ ଦ୍ଵିତୀୟ ଥର ସରକାର ଗଢ଼ିବ ଜେଏମଏମ, କାମକଲା କଳ୍ପନା ଙ୍କ ରଣନୀତି November 26, 2024 6:13 pm ରାଞ୍ଚି: ଝାଡ଼ଖଣ୍ଡରେ ଦ୍ଵିତୀୟ ଥର ନିର୍ବାଚନ ଜିଣି ଇତିହାସ ରଚିଲା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା। ପ୍ରଥମ ଥର ପାଇଁ ଝାଡ଼ଖଣ୍ଡରେ ଗୋଟେ ସରକାରକୁ ମିଳିଛି ଲଗାତାର ଦ୍ବିତୀୟଥର ସୁଯୋଗ। ବିପୁଳ ବିଜୟ ହାସଲ କରିଛି