

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମଙ୍ଗଳବାର ଇତିହାସ ସୃଷ୍ଟି କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ପଞ୍ଜାବ କିଙ୍ଗସକୁ ୬ ରନରେ ହରାଇ ଚାମ୍ପିୟନ ହୋଇଛି ବିରାଟ କୋହଲିଙ୍କ ଦଳ ଆରସିବି । ଏହା

ଦୀର୍ଘବର୍ଷ ପ୍ରତୀକ୍ଷାର ଅବସାନ ଘଟିଛି l ପଞ୍ଜାବ କିଙ୍ଗସ୍ ପ୍ରାୟ ୧୧ ବର୍ଷ ପରେ ଆଇପିଏଲ୍ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ରବିବାର ରାତିରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାଲିଫାୟାର

ଭାରତୀୟ ପରାକ୍ରମ ଓ ବିଜୟ ଉତ୍ସବକୁ ଖେଳ ମଇଦାନରେ ହେବ ପାଳନ l ଜୁନ୍ ୩ରେ ହେବାକୁ ଥିବା ଆଇପିଏଲ ଫାଇନାଲରେ ଷ୍ଟାଡିଅମରେ ପାଳନ ହେବ l ୩ ସେନାର ମୁଖ୍ୟଙ୍କୁ ଷ୍ଟାଡିଅମକୁ ନିମନ୍ତ୍ରଣ

ଦେଶରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଦିନର ବ୍ୟବଧାନ ପରେ ପୁଣି ମେ ୧୭ରୁ ଆରମ୍ଭ ହେବ ଆଇପିଏଲ ମ୍ୟାଚ୍ । ୬ଟି ସ୍ଥାନରେ ବାକିଥିବା ୧୬ଟି ମ୍ୟାଚ୍ ଖେଳାଯିବ । ଏହାକୁ

ଆଇପିଏଲରେ ଆଜିର ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଥିବା ବେଳେ ଅକ୍ଷର ପଟେଲଙ୍କ ଅଧିନାୟକତ୍ୱରେ ଖେଳି ଦିଲ୍ଲୀ ଦର୍ଶକଙ୍କୁ ପ୍ରଭାବିତ କରିଥିଲା l କିନ୍ତୁ ପରେ ପ୍ରଦର୍ଶନ ହ୍ରାସ ପାଇବାକୁ

ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ର ୫୨ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ।

ଆଜିର ଆଇପିଏଲ ମ୍ୟାଚରେ ଲକ୍ଷ୍ନୌ ସହିତ ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା କରିବ। ଲକ୍ଷ୍ନୌସ୍ଥିତ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ ରେ ଏହି ଆରମ୍ଭ ହେବ। ଉଭୟ ଦଳ ସିଜିନରେ ଦ୍ୱିତୀୟ ଥର

ଆଜିର ଆଇପିଏଲ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଗୁଜରାଟ ଟାଇଟାନ୍ସ ସହିତ ମୁକାବିଲା କରିବ। ଗତ ମ୍ୟାଚରେ ପଞ୍ଜାବ ବିପକ୍ଷରେ ୯୫ ରନରେ ଅଲଆଉଟ୍ ହେବା ପରେ କେକେଆର ସେମାନଙ୍କର ବ୍ୟାଟସମ୍ୟାନଙ୍କଠାରୁ ଭଲ

ଆଜି ମୁମ୍ବାଇସ୍ଥିତ ୱାଙ୍ଖଡେ ଷ୍ଟାଡ଼ିୟମରେ ଆଇପିଏଲର ୩୩ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ ଦଳ ବର୍ତ୍ତମାନ ସୁଦ୍ଧା ସମାନ ସ୍ଥିତିରେ ରହିଛନ୍ତି। ଉକ୍ତ ମ୍ୟାଚ ଦୁଇ ଦଳ

ଆଇପିଏଲ୍ରେ ଆଜି ୨୪ତମ ମ୍ୟାଚ ଅବସରରେ ଏମ ଚିନ୍ନାସ୍ବାମୀ ଷ୍ଟାଡ଼ିୟମ ବେଙ୍ଗାଲୁରୁରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯିବ । ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ଅପରାଜୟ ରହିଥିବା
WhatsApp us