ଭାରତ ଦେଖାଇଲା ଔକାତ : ଟିଭିକୁ କଚାଡ଼ି ପିଟି ଭାଙ୍ଗିଦେଲେ ପାକିସ୍ତାନୀ କ୍ରିକେଟର February 16, 2026 6:12 pm ପୁଣି ଦୁନିଆ ଆଗରେ ବେଜିତ ହେଲା ପାକିସ୍ତାନ । ଭାରତ ଦେଖାଇଲା ପାକିସ୍ତାନକୁ ଔକାତ। ବିଶ୍ଵକପରେ କଲମ୍ବୋରେ ମାଟି କାମୁଡ଼ି ପଡିଲା ପାକିସ୍ତାନ । ଶୋଚନୀୟ ପରାଜୟ ପରେ ଲଜ୍ଜିତ ପାକିସ୍ତାନୀ କ୍ରିକେଟର ଭାଙ୍ଗିଲେ