IAS ସ୍ତରରେ ବଡ ଅଦଳବଦଳ: ବଦଳିବେ ୧୮ ଜଣ ଅଧିକାରୀ August 22, 2024 5:21 pm ରାଜ୍ୟ ସରକାରଙ୍କ ପରାମର୍ଶ କ୍ରମେ ଓଡ଼ିଶାରେ ଆଇଏଏସ୍ ସ୍ତରରେ ହୋଇଛି ବଡଧରଣର ଅଦଳବଦଳ। ରାଜ୍ୟର ୧୮ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ଓଡ଼ିଶା ସରକାର। ଏନେଇ ବୁଧବାର ରାଜ୍ୟ ସଧାରଣ ପ୍ରଶାସନ