ଗଠନ ହେବ “ଗ୍ରେଟର ବ୍ରହ୍ମପୁର” ସହର , ସାମିଲ ହେବ ଛତ୍ରପୁର ଓ ଗୋପାଳପୁର December 19, 2024 4:26 pm ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ହେଉଛି ବ୍ରହ୍ମପୁର ସହର l ତେବେ ଏହାର ବିକାଶ ତଥା ସମ୍ପ୍ରସାରଣକୁ ନେଇ ମିଳିଛି ସବୁଜ ସଙ୍କେତ l ଏନେଇ ବ୍ରହ୍ମପୁର ବିଧାୟକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି l