ଝୁମିଲେ କଟକବାସୀ, ପ୍ରଥମକରି ବାରବାଟୀ ଦୁର୍ଗରେ ଅନୁଷ୍ଠିତ ହେଲା ପଥ ଉତ୍ସବ, ଆକର୍ଷଣ ସାଜିଲା ଗୁଡ଼ି ଉଡା ଉତ୍ସବ January 8, 2025 4:36 pm କଟକ: ରବିବାର ଶୀତୁଆ ସକାଳକୁ ନାଚଗୀତ, ଖାଦ୍ୟପେୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଝୁମିଲେ କଟକବାସୀ l ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ,