ବାରବାଟୀରେ କ୍ରିକେଟପ୍ରେମୀଙ୍କ ସମାଗମ, ଶୃଙ୍ଖଳିତ ଟିକେଟ ବିକ୍ରୟ ପାଇଁ ପ୍ରଶାସନର ଗୁରୁତ୍ୱ February 5, 2025 6:12 pm କଟକ: ପୁଣି କଟକରେ ଶୁଭିବ କ୍ରିକେଟ ପ୍ରେମୀଙ୍କ ଚିୟର ଶବ୍ଦ l କଟକ ବାରବାଟୀ ଷ୍ଟାଡିଅମରେ ଫେବୃଆରୀ ୯ରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ l ସୂଚନାନୁଯାୟୀ ଦିନିକିଆ ଦିବାରାତ୍ର