IPL 2026 ମିନି ଅକ୍ସନ : ସବୁଠୁ ଦାମୀ ବିଦେଶୀ ଖେଳାଳି କ୍ୟାମେରୁନ ଗ୍ରୀନ December 16, 2025 6:35 pm ଆବୁଧାବି : IPL 2026 ପାଇଁ ଆବୁଧାବିର ଏତିହାଦ ଆରେନାରେ ମିନି-ଅକ୍ସନ ଆରମ୍ଭ ହୋଇଛି । ୩୬୯ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ୨୨୭ ଭାରତୀୟ ଏବଂ ୧୧୩ ଜଣ ବିଦେଶୀ