

ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୫ର ୫୨ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଚେନ୍ନାଇ ସୁପର କିଙ୍ଗ୍ସ ସହିତ ମୁକାବିଲା କରିବ। ଏହି ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାଜି ମାରିଛି ଗଜପତି ଜିଲ୍ଲା l ୯୯.୯୩% ପାସ ହାର ରହିଥିବା ବେଳେ ପୁଅଙ୍କ ପାସ ହାର ୯୪ ପ୍ରତିଶତ ଓ ଝିଅଙ୍କ ପାସ ହାର ୯୬ ପ୍ରତିଶତ

ଭାରତରେ ପହଲଗାମ ଆକ୍ରମଣ ପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଅନେକ କ୍ଷତି ସହୁଛି l କୋଟିଏ କି ଦୁଇ କୋଟି ନୁହେଁ ବରଂ ଶହ ଶହ କୋଟିର କ୍ଷତି ଯାହା ଏକ ଆର୍ଥିକ ଦୁରାବସ୍ଥା

ଅପେକ୍ଷାର ହେଲା ଅନ୍ତ। ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର। ନିର୍ଦ୍ଧାରିତ ସମୟ ୭ଟାରେ କେଦାର ଧାମ ଖୋଲିଛି। ପୂଜାର୍ଚ୍ଚନା ଓ ବେଦ ମନ୍ତ୍ରରେ କମ୍ପିଲା ଆଧ୍ୟାତ୍ମିକ ପରିବେଶ। ଏଥିପାଇଁ

ରାଜଧାନୀରେ ଯାତାୟତକୁ ସୁଗମ କରିବା ପାଇଁ ଚାଲିଥିବା ମେଟ୍ରୋ ରେଳ ପ୍ରକଳ୍ପର ନୂଆ ରୁଟ ଆସିବାକୁ ଯାଉଛି l ତ୍ରିଶୁଳିଆ ପରିବର୍ତ୍ତେ କଟକ ବସ୍ଷ୍ଟାଣ୍ଡ ଯାଏ ହେବ ସମ୍ପ୍ରସାରଣ l ଭୁବନେଶ୍ୱର ବିମାନ ବନ୍ଦରରୁ

ଏଣିକି ହେବ ଜାତିଭିତ୍ତିକ ଗଣନା l କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ ଆଗାମୀ ଜନଗଣନା ବେଳେ ହେବ ଜାତିଭିତ୍ତିକ ଜନଗଣନା l ଆଗରୁ ଧର୍ମ ଆଧାରରେ କେବଳ ଗଣତି ହେଉଥିବା ବେଳେ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘା ସମୁଦ୍ର କୂଳରେ ନୂତନ ଜଗନ୍ନାଥ ମନ୍ଦିର ର ପ୍ରାଣ ଉତ୍ସବ ପୂଜାରେ ଯୋଗଦେଇଥିଲେ l ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଜଗନ୍ନାଥ

ଯଦି ଆପଣ ମଧ୍ୟ ସେହି ଲୋକଙ୍କ ମଧ୍ୟରୁ ଜଣେ ଯେଉଁମାନେ ନିଜର ଅତ୍ୟାବଶ୍ୟକୀୟ କାରଣ ବାରମ୍ବାର ଏଟିଏମରୁ ଟଙ୍କା ଉଠାନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ୧ ମଇ ୨୦୨୫ ଠାରୁ,

ଆଜି ସମଗ୍ର ରାଜ୍ୟରେ ପାଳନ ହେଉଛି ଅକ୍ଷୟ ତୃତୀୟା ପର୍ବ l ଏହି ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଓୟୁଏଟି ସ୍ଥିତ ଫାର୍ମ ହାଉସରେ କୃଷିମନ୍ତ୍ରୀ କେଭି ସିଂହଦେଓଙ୍କ

କୃଷିକୂଳର ମହାନ୍ ପର୍ବ ଅକ୍ଷୟ ତୃତୀୟାରେ ସମଗ୍ର ଚାଷୀ ଭାଇଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ କିଷାନ ଟଙ୍କା l କୃଷକଙ୍କ ଖାତାକୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୦୨୫
WhatsApp us