Explore

Search

May 1, 2026 6:03 pm

Breaking news ଖବର

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ଭେଟି l ରାଜ୍ୟରେ ଯୋଗ୍ୟ ମହିଳା ହିତାଧିକାରୀ ମାନେ ହେବେ ଉପକୃତ l ସୁଭଦ୍ରା ଅର୍ଥ ରାଶିରେ ହେବେ ଆର୍ଥିକ ସକ୍ଷମ ତେବେ ବିଧିବଦ୍ଧ ଭାବେ ଏହାକୁ ନେଇ

ପ୍ରଶାସନିକ ସ୍ତରରେ ଆସିଲା ବଡ଼ ଧରଣର ଅଦଳବଦଳ, ବଦଳିଲେ ଅଧିକାରୀ

ଗତକାଲି ସନ୍ଧ୍ୟାରେ ଓଡିଶା ରାଜ୍ଯ ସରକାର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ ହୋଇଛି l ବିଏମ୍‌ସି କମିଶନର ରୂପେ ନିଯୁକ୍ତ ହୋଇଛନ୍ତି ଚଞ୍ଚଲ ରାଣା l ସେହିପରି ବରିଷ୍ଠ ଅଧିକାରୀ ରୁପା ରୋଶନ ସାହୁ

ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ନିଯୁକ୍ତ ହେଲେ କୀର୍ତ୍ତି ଭାସନ ଭି

ଓଡ଼ିଶା ସରକାର ମଙ୍ଗଳବାର ଦିନ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ତଥା ଭାରତୀୟ ପ୍ରଶାସନିକ ଅଧିକାରୀ କୀର୍ତ୍ତି ଭାସନ ଭିଙ୍କୁ ଗଞ୍ଜାମ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ନିଯୁକ୍ତି ଘୋଷଣା କରିଛନ୍ତି। ସାଧାରଣ ପ୍ରଶାସନ ଏବଂ

ଏଣିକି ପ୍ଲାଷ୍ଟିକ ନୁହେଁ ବରଂ କାଚ ବୋତଲରେ ପେଟ୍ରୋଲ ପମ୍ପରୁ ଗ୍ରାହକଙ୍କୁ ମିଳିବ ତେଲ : ଯୋଗାଣ ମନ୍ତ୍ରୀ

ସାମାଜିକ ସୁରକ୍ଷା ଓ ସାମ୍ପ୍ରତିକ ସ୍ଥିତିକୁ ଦେଖି ପେଟ୍ରୋଲ ବିତରଣ ଉପରେ ରାଜ୍ଯସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି l ଏଣିକି ପେଟ୍ରୋଲପମ୍ପ କର୍ମଚାରୀ ଗ୍ରାହକଙ୍କୁ ପ୍ଲାଷ୍ଟିକ ବୋତଲରେ ତେଲ ଦେଇପାରିବ ନାହିଁ ।

ପାଠ୍ୟକ୍ରମରେ “ଓଡିଶା ପାଇକ ବିଦ୍ରୋହ” ସାମିଲ ବିଷୟକୁ ନେଇ ଆସିଲା ଏନସିଇଆରଟି ପକ୍ଷରୁ ସ୍ପଷ୍ଟୀକରଣ

ଏନସିଇଆରଟି ପକ୍ଷରୁ ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ ‘ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଆଣ୍ଡ ବିୟଣ୍ଡ”ରେ ଦି କଲୋନିଆଲ ଏରା ଇନ୍ ଇଣ୍ଡିଆ ଚାପ୍ଟରରେ ଓଡ଼ିଶା ପାଇକ ବିଦ୍ରୋହ ବାଦ୍ ପଡ଼ିଥିବା ନେଇ

ସ୍ୱାସ୍ଥ୍ୟଗତ କାରଣରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ଭାରତର ମହାମହିମ ଉପରାଷ୍ଟ୍ରପତି ପଦରୁ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ଜଗଦୀପ ଧନଖଡ଼ । ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଧନଖଡ଼ ଇସ୍ତଫା ଦେଇଛନ୍ତି

ପେଟ୍ରୋଲ ପମ୍ପ ବ୍ୟତୀତ ଅନ୍ୟଥା ମିଳିବ ନାହିଁ ପେଟ୍ରୋଲ, ଆଜି ସରକାରୀସ୍ତରୀୟ ବୈଠକ

ଆଉ ବୋଲତରେ ପେଟ୍ରୋଲ ମିଳିବ ନାହିଁ ! ପ‌େଟ୍ରୋଲ ଆଣିବାକୁ ହେଲେ ସାଥୀରେ ଗାଡ଼ି ନେଇକି ଯିବାକୁ ପଡ଼ିବ। ଆଜିଠାରୁ (ସୋମବାର) ଠାରୁ ଏହି ନିୟମକୁ କଡ଼ାକଡ଼ି କରିଦିଆଯିବ। ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି

ସଂସଦ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ l ଯାହା ରାଷ୍ଟ୍ର ପାଇଁ ଗୌରବପୂର୍ଣ୍ଣ ଅଧିବେଶନ ଅଟେ l ଦେଶ ଭଲ ଭାବେ ଆଗକୁ ବଢ଼ୁଛି ବୋଲି ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି l ଏହାସହିତ “ତୃତୀୟ

ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷା ସାଜିବ “ଶକ୍ତିଶ୍ରୀ ଆପ”: ମୁଖ୍ଯମନ୍ତ୍ରୀ ମୋହନ ମାଝୀ

କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା l ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ଓଡିଶା ସରକାରଙ୍କ ବଡ଼ ଘୋଷଣା l ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ କାର୍ଯ୍ୟକାରୀ ହେବ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ l ଏନେଇ ଘୋଷଣା

ଶିକ୍ଷାନୁଷ୍ଠାନରେ ମହିଳାଙ୍କ ପାଇଁ ଜାରିହେଲା ୧୮୧ ଟୋଲଫ୍ରି ନମ୍ବର

ଓଡିଶା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ସମସ୍ତ ଶିକ୍ଷାନୁଷ୍ଠାନ ପରିସରରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ମହିଳା ସହାୟତା ନମ୍ବର ୧୮୧ ପ୍ରଦର୍ଶନ କରିବାକୁ ସମସ୍ତ ରେଜିଷ୍ଟାର ଓ ଅଧ୍ୟକ୍ଷମାନଙ୍କୁ ଚିଠି କରାଯାଇଛି।

Live Cricket Score