

ଗତକାଲି ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ହୋଇଯାଇଛି ବୈଠକ ଯହିଁରେ ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାରଙ୍କୁ ଦଣ୍ଡବିଧାନ ପାଇଁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟ ରୂପରେ ୪ଟି ବିନ୍ଦୁ ଉପରେ ପ୍ରସ୍ତାବ ଦିଆଯାଇଥିବା ବୋଲି ବୈଠକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଫଳରେ ଏସବୁ ପ୍ରକଳ୍ପ ପାଇଁ ୧୧,୧୬୯ କୋଟି ଟଙ୍କା

ମୋହନ ସରକାର ଗୁରୁତ୍ଵ ଦେଇଛନ୍ତି ଓଡ଼ିଆ ଅସ୍ମିତାକୁ, ଯାହା ମଧ୍ୟରେ ଓଡିଆ ଭାଷା ଅନ୍ୟତମ l ସରକାରୀ ଓ ବେସରକାରୀସ୍ତରରେ ଭାଷାର ପ୍ରଚାର ପ୍ରସାର କରିବା କ୍ଷେତ୍ରେ ଅନ୍ୟରାଜ୍ୟ ମାନଙ୍କ ପରି ଓଡ଼ିଆ ଭାଷାର

ଓଡ଼ିଶାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ଟି ଆଦର୍ଶ ବିଦ୍ୟାଳୟ, ଏହାକୁ ନେଇ ସୂଚନା ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ l

ଗତକାଲି ସଂଘର୍ଷପୂର୍ଣ୍ଣ ମ୍ଯାଚରେ ଓଭାଲରେ ଭାରତ-ଇଂଲଣ୍ଡ ପଞ୍ଚମ କ୍ରିକେଟ ଟେଷ୍ଟରେ ଭାରତ ବିଜୟ ହୋଇଛି l ଏହି ମ୍ୟାଚରେ ମହମ୍ମଦ ସିରାଜ ପ୍ଲେୟାର ଅଫ୍ ଦି ମ୍ୟାଚ୍ ୨ଟି ଇନିଂସରେ ୯ଟି ୱିକେଟ ନେଇଛନ୍ତି

ଦେଶର ପ୍ରମୁଖ ପାୱାର କରିଡର ହେବାକୁ ଯାଉଛି କର୍ତ୍ତବ୍ୟ ଭବନ l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ସେଣ୍ଟ୍ରାଲ ବିଷ୍ଟା’ର ନୂଆ ବିଲ୍ଡିଂକୁ ଉଦଘାଟନ କରିବେ । ଯାହାର ନାମ କର୍ତ୍ତବ୍ୟ ଭବନ ରହିଛି

ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ନାଗରିକ-କେନ୍ଦ୍ରିକ ଅଭିଯୋଗ ସମାଧାନ ମଞ୍ଚ “ଭରସା ପୋର୍ଟାଲର” ଉନ୍ମୋଚନ କରିଛନ୍ତି l ଛତ୍ରପୁର, ଓଡ଼ିଶା | ୫ ଅଗଷ୍ଟ, ୨୦୨୫: ସ୍ବଳ୍ପ

ଓଡ଼ିଆ ସାମ୍ବାଦିକତା ଓ ଉତ୍କଳଦୀପିକା : ଆମ ଓଡ଼ିଆ ଭାଷାରେ ସାମ୍ବାଦିକତା ଏକ ପ୍ରମୁଖ ମାଧ୍ୟମ, ଯାହା ସହଜରେ ସାଧାରଣ ଲୋକଙ୍କ ପାଖେ ଖୁବ୍ ଅଳ୍ପ ସମୟରେ ତଥ୍ଯ ପହଞ୍ଚାଇଥାଏ l ଇତିହାସକୁ ଅବଲୋକନ

କମ ମୂଲ୍ୟରେ ସୁନ୍ଦର ଓ ଗୁଣବତ୍ତା ସ୍ୱାସ୍ଥ୍ୟ ସୁବିଧା ପାଇବା ଉଦ୍ଦେଶ୍ୟରେ ସାଧାରଣ ଜନତାଙ୍କୁ ୩୫ଟି ଜରୁରୀ ଔଷଧର ଦର କମାଇ ଦିଆଯାଇଛି। ଏହି ଔଷଧଗୁଡ଼ିକ ଔଷଧ କମ୍ପାନୀ ଦ୍ୱାରା ବିକ୍ରି କରାଯାଏ ଯାହାର

ଆଜି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲୋକସେବା ଭବନର ମହିଳା ଓ ଶିଶୁ ବିକାଶ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ସୁଭଦ୍ରା ଭଉଣୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସୁଭଦ୍ରା ଯୋଜନାର ସମୀକ୍ଷା କରିଛନ୍ତି l
WhatsApp us