Explore

Search

April 30, 2026 7:04 pm

Breaking news ଖବର

ବିମାନବନ୍ଦରରେ ପାଳନ ହେବ ଯାତ୍ରୀ ସେବା ଦିବସ

ସେପ୍ଟେମ୍ବର ୧୭ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାତ୍ରୀ ସେବା ଦିବସ ପାଳନ କରାଯିବ l ସକାଳେ ପ୍ରଥମ ବିମାନ ପହଞ୍ଚିବା ପରେ ଆରମ୍ଭ ହେବ ଏହି କାର୍ଯ୍ୟକ୍ରମ l ଯାତ୍ରୀଙ୍କୁ ଚନ୍ଦନ ଟୀକା ଲଗାଇ

ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ

ସୋମବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଅଭିଯୋଗ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି l ଏହି ପୋର୍ଟାଲ ଜରିଆରେ ଅଭିଯୋଗ କରିପାରିବେ ଲୋକେ l ଅଭିଯୋଗକାରୀଙ୍କ ସବୁ ଅଭିଯୋଗର ଜବାବ ରଖିବ ବିଭାଗ l

୧୨ଟି ଜିଲ୍ଲାରେ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ସୋମବାର ଦିନ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ୧୨ଟି ଜିଲ୍ଲାରେ ୨୭ଟି ନୂତନ ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି l ପ୍ରାୟ ୨୫,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହେଲା ନୂତନ

ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ଶାରଳା ପୁରସ୍କାର ପାଇବେ କଥାକାର ଦେବଦାସ ଛୋଟରାୟ

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ

ପବିତ୍ର ମୂଳାଷ୍ଟମୀରୁ ଶକ୍ତିପୀଠରେ ଆରମ୍ଭ ହେଲା ଶାରଦୀୟ ଦୁର୍ଗାପୂଜା

ଓଡ଼ିଶାରେ ଆରମ୍ଭ ହେଲା ଶାରଦୀୟ ପାର୍ବଣ ପୂଜା l ରାଜ୍ୟର ବିଭିନ୍ନ ଶକ୍ତିପୀଠ ତଥା ମା’ କଟକ ଚଣ୍ଡୀ,ଗଡ଼ଚଣ୍ଡୀ ଓ ମା’ ଶାରଳାଙ୍କ ପୀଠରେ ଷୋଡ଼ଶ ଉପଚାର ପାର୍ବଣ ପୂଜା ଆରମ୍ଭ ହୋଇଛି l

ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାରେ ଯୁବଗୋଷ୍ଠୀଙ୍କୁ ମିଳିବ ସରକାରୀ ନିଯୁକ୍ତି l ଆଜି ଓଡିଶା ସରକାର ମୋଟ ୭ଟି ବିଭାଗର ୧୬୮୬ ଜଣ ପ୍ରାର୍ଥୀଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଯୁକ୍ତିପତ୍ର ପ୍ରଦାନ କରିବେ l ଏହି ଅବସରରେ

ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ରାଣୀକଣା ଓ ଲୁଙ୍ଗୁରୀ ଠାରେ ଗ୍ରୀନ୍ ପ୍ଲାଏ ସାଣ୍ଡିଲା ପ୍ରାଇଭେଟ୍ ଲିମିଟେଡ଼୍ କମ୍ପାନୀ ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଓଡ଼ିଶାର ମାନ୍ୟବର

ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଜଷ୍ଟିସ ସୁଶୀଳା କାର୍କି

ବର୍ତ୍ତମାନର ପରିସ୍ଥିତି ଉପରେ ସମୀକ୍ଷା କରି ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେଶର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ସୁଶୀଳା କାର୍କି। ଗତକାଲି ନୂଆ କରି ତିଆରି ହୋଇଥିବା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

ପୂର୍ବ ଭାରତରେ ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ରାଜ୍ୟ ତଥା ସମଗ୍ର ପୂର୍ବ ଭାରତ ପାଇଁ ପୁଣିଥରେ ସଫଳତା ଆଣିଦେଇଛି ଏମ୍ସ ଭୁବନେଶ୍ୱର। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍ସ ଭୁବନେଶ୍ୱରକୁ

ଆସନ୍ତା ୧୪ରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା

ଚଳିତ ବର୍ଷ ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ଶକ୍ତିପୀଠ ବୈଷ୍ଣୋ ଦେବୀ ଯାତ୍ରା l ଗତ ୧୭ ଦିନ ଧରି ବନ୍ଦ ରହିଥିଲା ଜମ୍ମୁ କାଶ୍ମୀରରେ ମା’ ବୈଷ୍ଣୋ ଦେବୀଙ୍କ ପବିତ୍ର ଯାତ୍ରା l

Live Cricket Score