

ଭୁବନେଶ୍ବର: ସୁଭଦ୍ରା କୁ ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା l ଏହି ଯୋଜନାରୁ ବାଦ୍ ପଡିଥିବା ମହିଳାଙ୍କ ପାଇଁ ହେବ ଅପ୍ଟ ଇନ ବ୍ୟବସ୍ଥା । ପୋର୍ଟାଲରେ କରିପାରିବେ

ଭୁବନେଶ୍ବର: ଅନ୍ତିମ ଦିନରେ ପହଞ୍ଚିଛି ପ୍ରବାସୀ ଭାରତୀୟ ସମ୍ମିଳନୀ । ଉଦଯାପନୀ ଉତ୍ସବରେ ସାମିଲ ହେବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପ୍ରବାସୀ ଭାରତୀୟ

ରାୟଗଡା: ଦକ୍ଷିଣ ଓଡ଼ିଶାର ରାୟଗଡା ଏକ ପ୍ରମୁଖ ସହର l ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ଆଗେଇଛି l ରାୟଗଡ଼ା ରେଳ ଡିଭିଜନ କୋଠାର ହେଲା ଶିଳାନ୍ୟାସ କରିଛନ୍ତି

ଭୁବନେଶ୍ବର: ସମ୍ବଲପୁରୀ ନୃତ୍ୟ ସହିତ ନାଚୁଛି ଚଇତି ଘୋଡ଼ା ଶୁଭୁଛି ବୀରବାଦ୍ୟ ଘୁମୁରା ଦୁଲୁକିଲା ପରିବେଶ l ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି । ପ୍ରବାସୀ

ଆସନ୍ତା ଜାନୁଆରୀ ୧୩ ତାରିଖରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ସରକାର ସହିତ ରାଜ୍ୟ ସରକାରଙ୍କ ବୁଝାମଣା ପତ୍ର ସ୍ଵାକ୍ଷରିତ ହେବ । ଦିଲ୍ଲୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି ନଡ୍ଡାଙ୍କ ଉପସ୍ଥିତିରେ ହେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆଦିଲ୍ଲୀର ‘ରାଷ୍ଟ୍ରୀୟ ସ୍ମୃତି’ ଅଞ୍ଚଳରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାଇଁ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଛନ୍ତି। ୨୦୨୦ ଅଗଷ୍ଟ ୩୧ରେ ପୂର୍ବତନ ରାଷ୍ଟ୍ରପତି ସ୍ଵର୍ଗତ ପ୍ରଣବ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଦୁଇ ଥାକିଆ ବସ୍ରେ ପ୍ରବାସୀ ଭାରତୀୟମାନେ ବସି ବୁଲିବେ । ଏଥିସହ ୧୦ଟି ହପ୍ ଅନ୍ ହପ୍ ଅଫ ଓ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ପ୍ରବାସୀ ଭାରତୀୟ ସମ୍ମିଳନୀ l ଜାନୁଆରୀ ୮ଠାରୁ ତିନିଦିନ ଯାଏ ଓଡ଼ିଶାରେ ଏକାଠି ହୋଇଛନ୍ତି ପ୍ରବାସୀ ଭାରତୀୟ । ବିକଶିତ ଭାରତ ପରିକଳ୍ପନାରେ ଗୁରୁତ୍ୱପୂର୍ଣ୍ଣ ମତାମତ
କଟକ: ରବିବାର ଶୀତୁଆ ସକାଳକୁ ନାଚଗୀତ, ଖାଦ୍ୟପେୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଝୁମିଲେ କଟକବାସୀ l ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ,

ପୁରୀରେ ପହଞ୍ଚିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଶ୍ରୀଜିଉଙ୍କ ଦର୍ଶନ ସହ ସ୍ବତନ୍ତ୍ର ପୂଜାର୍ଚ୍ଚନା କଲେ ଜୟଶଙ୍କର । ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ବହୁତ ବଡ଼ ସୌଭାଗ୍ୟର ଦିନ । ପ୍ରବାସୀ
WhatsApp us