

ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୨୫-୨୬ । ବଦଳିଛି ଅନେକ ଆର୍ଥିକ ନିୟମ । ଲାଗୁହେବ ବଜେଟରେ ଘୋଷଣା ହୋଇଥିବା ନୂଆ ଆୟକର ସ୍ଲାବ । ପୁରୁଣା ପେନସନ ସ୍କିମ୍ ବଦଳରେ କାର୍ଯ୍ୟକାରୀ

ଆଜି ପବିତ୍ର ଓଡିଶା ଦିବସ ଅବସରରେ ଆଜି ସାରା ରାଜ୍ୟ ହୋଇପଡିଛି ଉତ୍ସବମୁଖର l ପ୍ରଥମଥର ପାଳନ ହେବ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ । ରାଜ୍ୟସ୍ତରୀୟ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ପ୍ରଥମ

ଏପ୍ରିଲ ୧ ତଥା ଉତ୍କଳ ଦିବସ ଠାରୁ ଏପ୍ରିଲ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ସରକାରୀସ୍ତରରେ ପ୍ରଥମଥର ପାଳନ ହେବାକୁ ଯାଉଛି ଓଡ଼ିଆ ପକ୍ଷ । ଏଥିପାଇଁ ବ୍ଳକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଶା

ରାଜ୍ଯରେ ଆରମ୍ଭ ହେଲା ଅନ୍ତ୍ୟୋଦୟ ଗୃହ ଯୋଜନା l ରବିବାର କଳାହାଣ୍ଡିରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଗରିବ ଶ୍ରେଣୀର ଲୋକଙ୍କ ମୁଣ୍ଡ ଉପରେ ଛାତ ଦେବା

ମୁସଲମାନ ସଂପ୍ରଦାୟର ଇଦ୍ ଏକ ପ୍ରମୁଖ ପର୍ବ। ଏକ ମାସ ଧରି ଉପବାସ ତଥା ରୋଜା ରଖିବା ପରେ ଆଜି ଇଦ-ଉଲ-ଫିତର ପାଳିବେ ମୁସଲମାନ ଧର୍ମାବଲମ୍ବୀ। ଭୋରରୁ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ମସଜିଦରେ ଉପସ୍ଥିତ

କାଳବୈଶାଖୀର ଆଶ୍ୱସ୍ତି ପରେ ପୁଣି ଫେରିଛି ତାତି । ଆଜିଠୁ ୩ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ହିଟୱେଭ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଆଗକୁ ୪୦ ଡିଗ୍ରୀ କିମ୍ବା

ବୃଦ୍ଧି ପାଇଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା l ୨% ଡିଏ ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି l ଫଳରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୩%ରୁ ୫୫%କୁ ବୃଦ୍ଧି l

ରାଜ୍ଯରେ ଖାଲିଥିବା ଓଡିଶା ବିଦ୍ୟୁତ ରେଗୁଲାରିଟି କମିଶନ ପଦ ପାଇଁ ନବନିଯୁକ୍ତ ହେଲେ ଅବସରପ୍ରାପ୍ତ ଅଧିକାରୀ ପ୍ରଦୀପ ଜେନା l ସେ ୧୯୮୯ ବ୍ୟାଚ ଭାରତୀୟ ପ୍ରଶାସନିକ ସେବା ଅଫିସର। ୧୯୯୧ରେ କଳାହାଣ୍ଡି ଜିଲ୍ଲା

ଆଜିର ମ୍ୟାଚ ହେବ ରୋଚକ l ଦୀର୍ଘ ୧୭ ବର୍ଷ ପରେ ଆଜି ଏମଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଚେନ୍ନାଇ ସୁପର କିଙ୍ଗସ୍ ବନାମ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ ଲଢେଇ l ଆଇପିଏଲର

ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ହେବ ସୁଦୃଢ଼ l ଏହି ବିଦ୍ୟାଳୟ ମାନଙ୍କରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା। ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ଲାଗୁ ହେବାକୁ ଯାଉଥିବାବେଳେ ସମସ୍ତ ବିଦ୍ୟାଳୟରେ ଆରମ୍ଭ
WhatsApp us