ରାଜ୍ୟରେ ଲାଗୁ ହେବ ନୂଆ ଅବକାରୀ ନୀତି, ପୁରୀରେ ଲାଗିବ ଆଣ୍ଟିଡ୍ରୋନ ଟେକ୍ନୋଲୋଜି May 24, 2025 6:15 pm ରାଜ୍ଯରେ ଲାଗୁ ହେବ ନୂତନ ଅବକାରୀ ନୀତି ଏ ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି l ଜୁନ ୧୫ରୁ ୨୦ ଭିତରେ ଆସିବ ନୂଆ ନୀତି l ଯେଉଁଥିରେ ଏହି