Explore

Search

March 12, 2026 1:22 am

AMA Bus female drivers ଖବର

ମହିଳା ଚଲାଇବେ ‘ଆମ ବସ’ : ତାଲିମ ପାଇଁ ଯିବେ ପୁନେ

ଭୁବନେଶ୍ୱର : ଏଣିକି ‘ଆମ ବସ’ ଚଲାଇବେ ମହିଳା ଡ୍ରାଇଭର । ଏଥିପାଇଁ ପୁନେରେ ସେମାନଙ୍କୁ ଦିଆଯିବ ତାଲିମ । ଜାନୁଆରୀ ୩୧ ତାରିଖରେ ମୋଟ ୨୦ ଜଣ ମହିଳାଙ୍କୁ ତାଲିମ ଦିଆଯିବ ।

Live Cricket Score