ମୃତ୍ୟୁ ପୂର୍ବରୁ ଅଜିତ ପାୱାରଙ୍କ ଶେଷ ପୋଷ୍ଟ : ମନେ ପକେଇଥିଲେ ଏହି ମହାନ ବ୍ୟକ୍ତିଙ୍କୁ January 28, 2026 6:25 pm ଆଉ ନାହାଁନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାର । ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ଦୁର୍ଘଟଣାରେ ଅଜିତ ପାୱାରଙ୍କ ସହ ବିମାନରେ