ଏଆଇ କ୍ୟାମେରାର କମାଲ, ରୋକିଲା ରେଳ ଦୁର୍ଘଟଣା December 12, 2024 6:05 pm ରାଉରକେଲା/ସୁନ୍ଦରଗଡ଼: ନିକଟରେ ଏକ ଏ.ଆଇ ଚାଳିତ କ୍ୟାମେରା ଓଡିଶାର ସୁନ୍ଦରଗଡ ଜିଲ୍ଲାର ରାଉରକେଲା ଜଙ୍ଗଲ ବିଭାଗରେ ଅଧୀନରେ ଏକ ସାଂଘାତିକ ଟ୍ରେନ୍ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରିଛି। ଉଭୟ ରେଳ ଓ ଜଙ୍ଗଲ ବିଭାଗର