୩ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ October 16, 2024 11:16 am ଚଳିତବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଆମେରିକାର ୩ ଅର୍ଥନୀତିଜ୍ଞଙ୍କୁ ଗତକାଲି ମନୋନୀତ କରାଯାଇଛି। ସେମାନେ ହେଲେ ଡାରୋନ୍ ଆସେମୋଗ୍ଧ, ସାଇମନ ଜନ୍ସନ ଏବଂ ଜେମ୍ସ ରବିନସନ୍। ସାମାଜିକ ଅନୁଷ୍ଠାନ ଗୁଡ଼ିକର ଗଠନ ଏବଂ