“ପୁଷ୍କରା” ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ସମ୍ମାନ : ଜାତୀୟ ଚଳଚ୍ଚିତ୍ର ପୁରସ୍କାର August 2, 2025 5:18 pm ଗତକାଲି ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକା ଘୋଷଣା ହୋଇଯାଇଛି l ଏହି ଅବସରରେ ଓଡ଼ିଶା ଚଳଚ୍ଚିତ୍ର ଜଗତକୁ ମିଳିଛି ଜାତୀୟ ସମ୍ମାନ l ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ବର୍ଗରେ