Explore

Search

July 21, 2026 10:08 am

ରାଜନୀତି ଖବର

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ : ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ପାରିତ

ଇତି ମଧ୍ୟରେ ଶେଷ ହୋଇଛି ବିଧାନସଭା l ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଅଧିବେଶନ କାଳରେ ୬ଟି କାର୍ଯ୍ୟଦିବସ ସମାପନ ହୋଇଛି । ୨ଟି

ପରଲୋକର ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀ : ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ବିଶିଷ୍ଟ ଆଦିବାସୀ ନେତା ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ପରଲୋକ ହୋଇଛି । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ

ଦେଶର ନୂଆ ଉପରାଷ୍ଟ୍ରପତି ହେଲେ ସି.ପି ରାଧାକ୍ରିଷ୍ଣନ

ସରିଲା ଉପରାଷ୍ଟ୍ରପତି ନିର୍ବାଚନ l ଭାରତର ଉପରାଷ୍ଟ୍ରପତି ପଦବୀ ପାଇଁ ସି.ପି ରାଧାକ୍ରିଷ୍ଣନ ବିପକ୍ଷ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାଜିତ କରିଛନ୍ତି l ଇଣ୍ଡି ମେଣ୍ଟର ପ୍ରାର୍ଥୀ ସୁଦର୍ଶନ ରେଡ୍ଡିଙ୍କୁ ହରାଇଲେ l

ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏ ପକ୍ଷରୁ ପ୍ରାର୍ଥୀ ହେଲେ ସି.ପି. ରାଧାକ୍ରିଷ୍ଣନ୍

ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗ ଧରିଲା ଏନଡିଏ l ପୂର୍ବରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଚୟନ ହୋଇ ସାରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି ପ୍ରାର୍ଥୀ

ବର୍ତ୍ତମାନ ଦେଶରେ ଖାଲି ରହିଥିବା ଉପରାଷ୍ଟ୍ରପତି ପଦ ପାଇଁ ବାଜିଲା ନିର୍ବାଚନୀ ବିଗୁଲ l ଭାଜପା ସମର୍ଥିତ ଏନଡିଏ ନିଜର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ସି.ପି ରାଧାକ୍ରିଷ୍ଣନଙ୍କୁ ଏନ୍‌ଡିଏ ପ୍ରାର୍ଥୀ ରୂପେ ଘୋଷଣା କରାଯାଇଛି

ଉଦାହରଣ ସୃଷ୍ଟି କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ: ଆଗ ରାଜଧର୍ମ କରି ପାଳନ କଲେ ପୁତ୍ର ଧର୍ମ

ଗତକାଲି ଥିଲା ସ୍ଵାଧୀନତା ଦିବସ l ଏହି ଉପଲକ୍ଷେ ଝାଡ଼ଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶ୍ରାଦ୍ଧ କର୍ମ ସମୟରେ ପିନ୍ଧା ପୋଷାକ ପିନ୍ଧି ରାମଗଡ଼ ଜିଲ୍ଲାର ତାଙ୍କ ପୈତୃକ ଗ୍ରାମ ନେମରାରେ ପତାକା

ଭରସା ପୋର୍ଟାଲର ଶୁଭାରମ୍ଭ

ମାନ୍ୟବର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ନାଗରିକ-କେନ୍ଦ୍ରିକ ଅଭିଯୋଗ ସମାଧାନ ମଞ୍ଚ “ଭରସା ପୋର୍ଟାଲର” ଉନ୍ମୋଚନ କରିଛନ୍ତି l ଛତ୍ରପୁର, ଓଡ଼ିଶା | ୫ ଅଗଷ୍ଟ, ୨୦୨୫: ସ୍ବଳ୍ପ

ଅଗଷ୍ଟ ୨୯ରେ ଓଡ଼ିଶାରେ ଅନୁସୂଚିତ ଜାତି ଜନଜାତି ସଂସଦୀୟ ସମ୍ମିଳନୀ

ଓଡ଼ିଶାରେ ହେବାକୁ ଯାଉଛି ଜନଜାତି ସଂସଦୀୟ ସମ୍ମିଳନୀ l ଅଗଷ୍ଟ ୨୯ ଓ ୩୦ରେ ଅନୁସୂଚିତ ଜାତି/ଜନଜାତି ସଂସଦୀୟ କମିଟିର ସମ୍ମିଳନୀ ହେବାକୁ ଯାଉଛି l ୧୯୯୪ ପରେ ପ୍ରଥମ କରି ଓଡ଼ିଶାରେ କୌଣସି

ଆଜି ସଂସଦରେ ଅପରେସନ ସିନ୍ଦୁରକୁ ନେଇ ହେବ ଚର୍ଚ୍ଚା

ଆଜି ଉଭୟ ଲୋକସଭା ଓ ରାଜ୍ୟସଭାରେ ଅପରେସନ ସିନ୍ଦୁର ବିଷୟରେ ୧୬ ଘଣ୍ଟା ଚର୍ଚ୍ଚା ହେବ l ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆରମ୍ଭ କରିବେ ଚର୍ଚ୍ଚା l ଅମିତ ଶାହ, ଏସ୍‌. ଜୟଶଙ୍କର

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଘୋଷଣା, ରାଜନୀତିରେ ଦେବେ ଯୁବାଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ

ସମ୍ବଲପୁରରେ ଅନୁଷ୍ଠିତ ଏକ ସଭାରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ରାଜନୈତିକ କ୍ୟାରିୟରକୁ ନେଇ କରିଛନ୍ତି ବଡ ଘୋଷଣା l “ଆଉ ନିର୍ବାଚନ ଲଢ଼ିବିନି” ବୋଲି କହିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ l

Live Cricket Score