Explore

Search

September 8, 2026 2:39 am

ତାଜା ଖବର ଖବର

russia ukraine war

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆବଶ୍ୟକ- ଟ୍ରମ୍ପ୍

ଆମେରିକା: ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଥିବା ବେଳେ ନବନିଯୁକ୍ତ ରାଷ୍ଟ୍ରପତି ଡୋନାଲ୍ଡ ରୁଷିଆ–ୟୁକ୍ରେନ୍ ଯୁଦ୍ଧରେ ଲୋକମାନଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି I ଏହି ଯୁଦ୍ଧ ବନ୍ଦ କରିବା ଦିଗରେ ତାଙ୍କ

Cuttack Baliyatra

ମହାନଦୀକୂଳ ପାଇବ ନୂଆ ରୂପ, ବାଲିଯାତ୍ରାକୁ ମିଳିବ ଅନ୍ତର୍ଜାତୀୟ ମାନ୍ୟତା – ମୁଖ୍ୟମନ୍ତ୍ରୀ

କଟକ: ଶୁକ୍ରବାର ସନ୍ଧ୍ୟାରେ ବହୁ ପ୍ରତୀକ୍ଷିତ ବାଲିଯାତ୍ରା ଆରମ୍ଭ ହୋଇଯାଇଛି l ଗଣକବି ବୈଷ୍ଣବ ପାଣି ମଞ୍ଚରେ ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି l ସଭାରେ ଆଗାମୀ

air service

ଝାରସୁଗୁଡ଼ାରୁ ମୁମ୍ବାଇ ଓ ଭୁବନେଶ୍ଵରରୁ ଲକ୍ଷ୍ନୌକୁ ଚାଲିବ ବିମାନ ସେବା

ଭୁବନେଶ୍ବର/ଝାରସୁଗୁଡ଼ା: ଏଣିକି ଭୁବନେଶ୍ବର ଓ ଝାରସୁଗୁଡ଼ା ବିମାନ ଦେଶର ଅନ୍ୟ ସହରମାନଙ୍କ ସହିତ ଯୋଡିହେବେ l ସୂଚନାଯୋଗ୍ୟ ଯେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ

reliance and disney merger

ରିଲାଏନ୍ସ ସହ ଯୋଡି ହେଲା ଡିଜ୍‌ନି

ମୁମ୍ବାଇ: ବହୁ ପ୍ରତୀକ୍ଷିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ୱାର୍ଲ୍ଡ ଡିଜ୍‌ନିର ମିଶ୍ରଣ କାର୍ଯ୍ୟ ସମାପ୍ତ ହୋଇଛି। ଉଭୟ କମ୍ପାନୀ ନିଜ ନିଜର ମିଡିଆ ସମ୍ପତ୍ତିକୁ ମିଶ୍ରଣ କରି ୭୦ ହଜାର ୩୫୨ କୋଟି

mid day meal odisha

ସ୍କୁଲ ପିଲାଙ୍କ ବଢିଲା ମଧ୍ୟାହ୍ନଭୋଜନ ଖର୍ଚ୍ଚ, ପ୍ରତି ପିଲା ପିଛା ଦୈନିକ ୧ ଟଙ୍କା ବୃଦ୍ଧି

ଭୁବନେଶ୍ବର: ରାଜ୍ଯ ସରକାର ପିଲାଙ୍କୁ ଦିଆଯାଉଥିବା ଦୈନିକ ମଧ୍ୟାହ୍ନ ଭୋଜନ ଖର୍ଚ୍ଚକୁ ପ୍ରତି ପିଲା ପିଛା ଦୈନିକ ୧ ଟଙ୍କା ବୃଦ୍ଧି କରିଛନ୍ତି । ସେହି ପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସରେ ରହୁଥ‌ିବା

Childrens Day

ଶିଶୁ ଦିବସ ଅବସରରେ ପିଲାଙ୍କ ପାଇଁ ନୂତନ ସ୍ୱାସ୍ଥ୍ୟସେବା ଯୋଜନା ଘୋଷଣା କଲେ ନୀତା ଅମ୍ବାନୀ

ମୁମ୍ବାଇ: ସାର ଏଚ.ଏନ ରିଲାଏନ୍ସ ଫାଉଣ୍ଡେସନର ଦଶ ବର୍ଷ ପୂର୍ତ୍ତି ଓ ଶିଶୁ ଦିବସ ଉପଲକ୍ଷେ ଗୁରୁବାର ପିଲାମାନଙ୍କ ସହିତ ଶିଶୁ ଦିବସ ପାଳନ କରିଛନ୍ତି ରିଲାଏନ୍ସ ପ୍ରତିଷ୍ଠାତା ନୀତା ଅମ୍ବାନୀ l ଏହି

Cuttack Baliyatra

ରାତି ପାହିଲେ ବାଲିଯାତ୍ରା, ଚଳଚଞ୍ଚଳ ଜିଲ୍ଲାପ୍ରଶାସନ

କଟକ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l ସଜେଇ ହେଲାଣି ଗଡ଼ଗଡ଼ିଆ ଘାଟ ଓ ବାଲିଯାତ୍ରା ପଡିଆ l ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ମେଳା l ଏହି

Job Vaccancy News

ଏଣିକି ସରକାରୀ ଚାକିରି ପାଇଁ ଆସିବ କଡା ନିୟମ, ରୋକିବ ଅନିୟମିତତା

ଭୁବନେଶ୍ବର: ରାଜ୍ଯ ସରକାରଙ୍କ ଦ୍ଵାରା ଅନୁଷ୍ଠିତ ହେଉଥିବା ବିଭିନ୍ନ ସରକାରୀ ପ୍ରତିଯୋଗିତା ମୂଳକ ପରୀକ୍ଷାକୁ ନିୟନ୍ତ୍ରଣ କରୁଥିବା ସଂସ୍ଥାର ପରିଚାଳନାକୁ ସ୍ଵଚ୍ଛତା ଓ ପୂର୍ବରୁ ପରୀକ୍ଷାର୍ଥୀମାନେ ଅନିୟମିତତାକୁ ନେଇ କରୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି

International News

ଆରମ୍ଭ ହେଲା ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ ‘ଅଞ୍ଜଳି’

ଭୁବନେଶ୍ବର: ଶିଶୁ ଦିବସ ଅବସରରେ କଳାଭୂମି ସଂଗ୍ରହାଳୟ ପରିସରରେ ୨୩ତମ ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ ‘ଅଞ୍ଜଳି’ ବୁଧବାର ଠାରୁ ଆରମ୍ଭ ହୋଇଛି। ସାମାଜିକ ସୁରକ୍ଷା ଓ ଭିନ୍ନ‌କ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ

Politics news

ଚାଲିଛି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ, ପ୍ରଥମ ପର୍ଯ୍ୟାୟରେ ହେବ ୪୩ଟି ଆସନ ପାଇଁ ମତଦାନ

ରାଞ୍ଚି: ମଇଦାନରେ ପ୍ରାର୍ଥୀଙ୍କ ପ୍ରଚାର ଶେଷ l ପ୍ରସ୍ତୁତ ଅଛନ୍ତି ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ l ତେବେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇସାରିଛି

Live Cricket Score