Explore

Search

September 7, 2026 3:57 pm

ତାଜା ଖବର ଖବର

Freedom Fighters' Pension

ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ୨୦ ହଜାର ଟଙ୍କାର ଭତ୍ତା ଓ ମେଡିକାଲ ସହାୟତା

ଭୁବନେଶ୍ବର: ଓଡିଶା ସରକାରଙ୍କ ବଡ ଘୋଷଣା l ଜାତୀୟ ଜରୁରୀ ପରିସ୍ଥିତିର ସଂଗ୍ରାମୀଙ୍କୁ ମିଳିବ ଆର୍ଥିକ ସହାୟତା ଏବଂ ଚିକିତ୍ସା ସହାୟତା l ୩୮ ତମ ସ୍ୱାଧୀନତା ସଂଗ୍ରାମୀ ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

Bargarh Dhanu Yatra

ଶେଷ ଦିନରେ ବରଗଡ ଧନୁଯାତ୍ରା : କଂସ ବଧର ଶେଷ ଦୃଶ୍ୟ ପାଇଁ ପ୍ରବଳ ଭିଡ

ବରଗଡ଼: ୧୦ ଦିନ ଧରି ବରଗଡ଼ ମଥୁରାନଗରୀରେ ଚାଲିଥିବା ଧନୁଯାତ୍ରାର ଆଜି ହେଉଛି ଅନ୍ତିମ ଦିବସ । ଗତକାଲି ଧନୁଯାତ୍ରାର ଦଶମ ଦିନରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି ।   ସ୍ଥାୟୀ ରଙ୍ଗମହଲ

PM Modi inaugurates Z-Morh tunnel in J&K

ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଯୋଡ଼ିବ ଜେଡ୍‌ ମୋଡ ସୁଡ଼ଙ୍ଗ, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଜାମ୍ମୁ ଓ କାଶ୍ମୀର: ଉପତ୍ୟକା ରାଜ୍ଯରେ ଗମନାଗମନ ହେବ ସୁଗମ l ବହୁ ପ୍ରତୀକ୍ଷିତ ଜେଡ୍ ମୋଡ ସୁଡ଼ଙ୍ଗର ଆଜି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁଯାୟୀ ଶୁଟକଡି ନାମକ

pravasi bharatiya divas 2025

ଆଜି ସନ୍ଧ୍ୟାରୁ ସାଧାରଣ ଲୋକଙ୍କ ପାଇଁ ପ୍ରଦର୍ଶିତ ହେବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ

ଭୁବନେଶ୍ବର: ଆଜି ଆନୁଷ୍ଠାନିକ ଭାବେ ପ୍ରବାସୀ ଭାରତୀୟ ଦିବସର ଶେଷ ଦିନରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ ବଡ଼ ଘୋଷଣା କରିଛନ୍ତି । ତାଙ୍କ ଘୋଷଣା ମୁତାବକ ଆଜି ସନ୍ଧ୍ୟାରୁ ସାଧାରଣ ଲୋକମାନେ

subhdra Yojana odisha

ସୁଭଦ୍ରାକୁ ନେଇ ବଡ ସୂଚନା -ବାଦ ପଡିଥିବା ମହିଳାଙ୍କୁ ମିଳିବ ପୁଣିଥରେ ସୁବିଧା

ଭୁବନେଶ୍ବର: ସୁଭଦ୍ରା କୁ ନେଇ ବଡ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା l ଏହି ଯୋଜନାରୁ ବାଦ୍ ପଡିଥିବା ମହିଳାଙ୍କ ପାଇଁ ହେବ ଅପ୍ଟ ଇନ ବ୍ୟବସ୍ଥା । ପୋର୍ଟାଲରେ କରିପାରିବେ

pravasi bharatiya divas 2025

ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନରେ ପ୍ରବାସୀଙ୍କୁ ସମ୍ମାନିତ କରିବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର: ଅନ୍ତିମ ଦିନରେ ପହଞ୍ଚିଛି ପ୍ରବାସୀ ଭାରତୀୟ ସମ୍ମିଳନୀ ।  ଉଦଯାପନୀ ଉତ୍ସବରେ ସାମିଲ ହେବେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ପ୍ରବାସୀ ଭାରତୀୟ

rayagada news odia

ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ ପରେ ଉଜ୍ଜୀବିତ ହୋଇଛି ଜିଲ୍ଲାବାସୀଙ୍କ ଆକାଂକ୍ଷା

ରାୟଗଡା: ଦକ୍ଷିଣ ଓଡ଼ିଶାର ରାୟଗଡା ଏକ ପ୍ରମୁଖ ସହର l ରେଳ ବିକାଶକୁ ନେଇ ରାୟଗଡ଼ା ଜିଲ୍ଲାବାସୀଙ୍କ ଆକାଂକ୍ଷା ଆଉ ପାଦେ ଆଗେଇଛି l ରାୟଗଡ଼ା ରେଳ ଡିଭିଜନ କୋଠାର ହେଲା ଶିଳାନ୍ୟାସ କରିଛନ୍ତି

pravasi bharatiya divas 2025

ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ପଡ଼ିଛି କଳା ଓ ସଂସ୍କୃତିର ପସରା, ସବୁଠି ଉତ୍କଳର ଛାପ

ଭୁବନେଶ୍ବର: ସମ୍ବଲପୁରୀ ନୃତ୍ୟ ସହିତ ନାଚୁଛି ଚଇତି ଘୋଡ଼ା ଶୁଭୁଛି ବୀରବାଦ୍ୟ ଘୁମୁରା ଦୁଲୁକିଲା ପରିବେଶ l ଓଡ଼ିଶା ମାଟିରେ ପାଦ ଦେଉ ଦେଉ, ନିଜ ପାଦକୁ ରୋକି ପାରୁନାହାନ୍ତି ଅତିଥି । ପ୍ରବାସୀ

odisha double decker bus

ରାଜଧାନୀରେ ଗଡିଲା ଡବଲ୍ ଡେକର ବସ୍, ଲୋକାର୍ପଣ କରିଲେ ମୁଖ୍ଯମନ୍ତ୍ରୀ

ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଦୁଇ ଥାକିଆ ବସ୍‌ରେ ପ୍ରବାସୀ ଭାରତୀୟମାନେ ବସି ବୁଲିବେ । ଏଥିସହ ୧୦ଟି ହପ୍ ଅନ୍ ହପ୍ ଅଫ ଓ ୨୫ଟି ଶ୍ରୀ ଜଗନ୍ନାଥ ମନ୍ଦିର

Live Cricket Score